ତାମଜାନ Tāmajāna

  • ଦେ. ବି. (ସଂ. ସ୍ତମ୍ଭ+ଯାନ; ଉର୍ଦ୍ଦୁ. ତାମଝାନ୍) — ଏକ ପ୍ରକାର ଖୋଲା ପାଲିଙ୍କି; ଆଗରେ ପଛରେ କାନ୍ଧେଇବାପାଇଁ ବାଉଁଶ ଲାଗିଥିବା ଚଉକି; ମେହେନା — Sedan chair
  • ଦେ. ବି. (ସଂ. ସ୍ତମ୍ଭ+ଯାନ; ଉର୍ଦ୍ଦୁ. ତାମଝାନ୍) — [ଦ୍ର—ତାମଜାନରେ ଆରୋହଣକାରୀ ଚଉକିରେ ବସିଲା ପରି ଗୋଡ଼ ଲମ୍ବାଇ ବସି ପାରେ, କିନ୍ତୁ ସବାରି ଆଦିରେ ଯେପରି ଶୋଇ ହୁଏ, ଏଥିରେ ତାହା ହୋଇ ପାରେ ନାହିଁ। କୌଣସି କୌଣସି ତାମଜାନରେ ଆରୋହୀର ମୁଣ୍ଡ ଉପରେ ଛତ୍ରାକୃତି ଆବରଣ (ଟପ୍) ଥାଏ; କେଉଁ କେଉଁ ତାମଜାନର ମୁଣ୍ଡ ଉପର ଖୋଲା ଥାଏ।]