ତାବତୀୟ Tābatīya

  • ସଂ. ବିଣ. (ତାବତ୍+ଇୟ) — ସମସ୍ତ ବସ୍ତୁ ଓ ବ୍ଯକ୍ତି — All (things or persons)
  • ସଂ. ବିଣ. (ତାବତ୍+ଇୟ) — ତାହା ସବୁ; ସେମାନେ ସମସ୍ତେ — All that; all those