ତାବକ Tābaka

  • ସଂ. ବିଣ. ପୁଂ. (ଯୁଷ୍ମଦ୍+ ସମ୍ବନ୍ଧାର୍ଥେ. ଅ; ଯୁଷ୍ମଦ୍ ସ୍ଥାନରେ ତବକ ଆଦେଶ) — ତ୍ୱଦୀୟ; ତୁମ୍ଭର — Thine; yours; belonging to you
  • ସଂ. ବିଣ. ପୁଂ. (ଯୁଷ୍ମଦ୍+ ସମ୍ବନ୍ଧାର୍ଥେ. ଅ; ଯୁଷ୍ମଦ୍ ସ୍ଥାନରେ ତବକ ଆଦେଶ) — ଆପଣଙ୍କ ଅଧୀନ — Yours obediently