ତାବତ୍ Tābat

  • ସଂ. ବିଣ. (ତଦ୍= ସେହି+ ପରିମାଣାର୍ଥେ. ବତ୍) — ତତ୍ସଂଖ୍ୟକ; ତତ୍ପରିମିତ; ସେତେ; ତେତିକି — So many; so much; that much of
  • ସଂ. ବିଣ. (ତଦ୍= ସେହି+ ପରିମାଣାର୍ଥେ. ବତ୍) — ତାବତୀୟ; ସେହି ସମସ୍ତ — All that; all those
  • ସଂ. ବିଣ. (ତଦ୍= ସେହି+ ପରିମାଣାର୍ଥେ. ବତ୍) — ଧରାର ତାବତ ମନୀଷି ମଣ୍ଡଳୀ ସ୍ତାବକ ତୋହ ପିତାର— ନନ୍ଦକିଶୋର. ଶର୍ମିଷ୍ଠା।
  • ସର୍ବନାମ — ତାହା ସମସ୍ତ; ସେମାନେ ସବୁ — All that; all of them
  • ସଂ. ଅ — ସେହି ସମୟ ପର୍ଯ୍ୟନ୍ତ — Till that time; till then; so long
  • ସଂ. ଅ — ତତ୍କାଳେ; ସେହି କ୍ଷଣରେ — At that time
  • ସଂ. ଅ — କେତେଦୂର ପର୍ଯ୍ୟନ୍ତ — So far
  • ସଂ. ଅ — ସେହି ପରିମାଣ ପର୍ଯ୍ୟନ୍ତ — So much
  • ସଂ. ଅ — (ଯଥା—ସଂସ୍କୃତରେ ଏହି ଶବ୍ଦ ପରିଚ୍ଛେଦ, ଅବଧାରଣା ଓ ବାକ୍ୟାଳଙ୍କାର ସ୍ଥଳରେ ପ୍ରଯୁକ୍ତ ହୁଏ।)