ତାପ୍ବା Tāp-bā

  • ପ୍ରାଦେ (ସମ୍ବଲପୁର) କ୍ରି (ସଂ. ତପ ଧାତୁ ଣିଚ୍ ତାପି ଧାତୁ, ତୁଳ. ଏହି ଅର୍ଥରେ ହି. ତାପ୍ନା) — (ନିଆଁ, ଖରା ଆଦି) ପୋଇଁବା — To bask or warm one's self before fire or in the sun