ତାପସ୍ୱେଦ Tāpa sweda

  • ସଂ. ବି—(ବୈଦ୍ୟକ; ମ. ପ. ଲୋ; ତାପ ଜନିତ ସ୍ୱେଦ) — ଗରମ ବାଲି; ଲୁଣ ବା ବସ୍ତ୍ରର ପୁଡ଼ା ବା ହାତ ଦ୍ୱାରା ସେକି ଦେହରୁ ଝାଳ ବୁହାଇବା କର୍ମ — Dry fomentation
  • ସଂ. ବି—(ବୈଦ୍ୟକ; ମ. ପ. ଲୋ; ତାପ ଜନିତ ସ୍ୱେଦ) — ବାମ୍ଫୁଆଣି — Vapour-bath
  • ସଂ. ବି—(ବୈଦ୍ୟକ; ମ. ପ. ଲୋ; ତାପ ଜନିତ ସ୍ୱେଦ) — ଦେହ ସେକା ହେବା ଯୋଗୁଁ ଦେହରୁ ବହିବା ଝାଳ — Perspiration due to dry fomenting