ତାପସୀ Tāpasī

  • ସଂ. ବି. ସ୍ତ୍ରୀ— (ତାପସ+ସ୍ତ୍ରୀ. ଈ) — ତପସ୍ୟାକାରିଣୀ ସ୍ତ୍ରୀ — A female ascetic
  • ସଂ. ବି. ସ୍ତ୍ରୀ— (ତାପସ+ସ୍ତ୍ରୀ. ଈ) — ତପସ୍ୱିପତ୍ନୀ — Wife of a sage