ତାପସପ୍ରିୟ Tāpasa priya

  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ତାପସ+ପ୍ରିୟ) — ତପସ୍ୱୀମାନଙ୍କର ପ୍ରିୟ (ବସ୍ତୁ ବା ବ୍ଯକ୍ତି) — Loved by ascetics
  • ସଂ. ବିଣ. ପୁଂ. ( 6 ଷ୍ଠୀ ତତ୍; ତାପସ+ପ୍ରିୟ) — (ବହୁବ୍ରୀହି) ତପସ୍ୱୀମାନେ ଯାହାର ପ୍ରିୟ; ଯେ ତପସ୍ୱୀମାନଙ୍କୁ ସୁଖ ପାଏ — Fond of ascetics
  • ବି — ପିୟାଳ ଗଛ; ପିଆଳ — Buchanania Latifolia (tree)
  • ବି — [ଦ୍ର—ଏହା ଆମ୍ରାଦି ବର୍ଗର ଆରଣ୍ୟ ତରୁବିଶେଷ; ଫଳ କୃଷ୍ଣବର୍ଣ୍ଣ, ଛୋଟ ଓ ମନୁଷ୍ୟଭକ୍ଷ୍ୟ। ଟାକୁଆ ଭିତରେ ଥିବା କୋଇଲି ବାଦାମ ଫଳର ଶସ ଭଳି ସୁସ୍ୱାଦୁ। ଏଥିରୁ ତୈଳ ବାହାରେ।]
  • ବି — ତାପସ ତରୁ (ଦେଖ) (ହି. ଶବ୍ଦସାଗର) — Tāpasa taru (See)