ତାପ ଦୁଃଖ Tāpa duḥkha

  • ସଂ ବି — ପାତଞ୍ଚଳ ଦର୍ଶନ ଅନୁସାରେ ଏକଶ୍ରେଣୀର ଦୁଃଖ — A class of troubles according pātan̄jaḻa philosophy
  • ସଂ ବି — [ଦ୍ର—ପାତଞ୍ଜଳ ଦର୍ଶନରେ ଦୁଃଖ ତିନିପ୍ରକାର ଥିବାର ଉଲ୍ଲେଖ ଅଛି—ତାପ ଦୁଃଖ, ସଂସ୍କାର ଦୁଃଖ ଓ ପରିଣାମ ଦୁଃଖ।]