ତାନ ମାନ Tāna māna

  • ଦେ. ବି. (ଦ୍ୱନ୍ଦ୍ୱ; ସହଚର ଶବ୍ଦ; ସଂ. ତାନ+ମାନ) — ଗୀତର ସ୍ୱର ବିସ୍ତାର ଓ ସ୍ୱର ପରିମାଣ; ଗୀତର ସ୍ୱରର ଆଳାପ ଓ ତାଳ ପକାଇବା; ସ୍ୱର ଓ ତାଳ — The tune and cadence of a song
  • ଦେ. ବି. (ଦ୍ୱନ୍ଦ୍ୱ; ସହଚର ଶବ୍ଦ; ସଂ. ତାନ+ମାନ) — କରତାଳି ଦେଇ ଗୀତ ଗାଇ ଥିଲେ ଘୋର ଉଚ୍ଚ ତାନ ମାନ। ନନ୍ଦକିଶୋର. ନିର୍ଝରିଣୀ।
  • ଦେ. ବି. (ଦ୍ୱନ୍ଦ୍ୱ; ସହଚର ଶବ୍ଦ; ସଂ. ତାନ+ମାନ) — ରାଗଅନୁସାରେ ଗାୟକର ବୋଲିବା ଗୀତ ଓ ବାଦକର ତଦନୁସାରେ ଦେବା ତାଳ — The singing of a song to tune accompanied with the beating of time
  • ଦେ. ବି. (ଦ୍ୱନ୍ଦ୍ୱ; ସହଚର ଶବ୍ଦ; ସଂ. ତାନ+ମାନ) — (ଲକ୍ଷଣାର୍ଥ) କ୍ରୋଧଜନିତ ସ୍ୱର ଓ ଅଙ୍ଗଭଙ୍ଗୀ — (figurative) Angry voice accompanied with postures; paroxysm of rage with postures