ତାନ ଟେକିବା Tāna ṭekibā

  • ଦେ. କ୍ରି. — ଗୀତର ସ୍ୱରକୁ କ୍ରମଶଃ ଉଚ୍ଚତର କରିବା — To make the voice louder and louder while singing a song
  • ଦେ. କ୍ରି. — ଝୁଙ୍କ ଟେକିବା — To be possesed with a fit or paroxysm of anger
  • ଦେ. କ୍ରି. — (ଯଥା—କିରେ ! ତୋର କଅଣ ତାନ ଟେକିଛି କି ? ଆଜିତ ତୁ ଘରର ସମସ୍ତଙ୍କୁ ଶୋଧୁଛୁ।)