ତାନ ଛିଣ୍ଡାଇବା Tāna chhiṇḍāibā

  • ଦେ. କ୍ରି. — ଝାଙ୍କ ଛିଣ୍ଡେଇବା; ହପ୍ପା ବା ଜୋର୍ ପୂର୍ବକ କୌଣସି କାର୍ଯ୍ୟ କରିବା; ଏକାହପ୍ପାକେ କୌଣସି କାମ କରିବା — To do any thing in one strain
  • ଦେ. କ୍ରି. — ଗାଳିମନ୍ଦ କରିବା — To abuse; to scold