ତାନ କାଢିବା Tāna kāṟḍ̠ẖibā

  • ଦେ. କ୍ରି. — କ୍ରୋଧ ପ୍ରକାଶ କରିବା; କ୍ରୋଧର ବାହ୍ୟ ଲକ୍ଷଣ (ଅର୍ଥାତ୍ ଉଗ୍ର ଓ କଠୋର ଉଚ୍ଚୈଃସ୍ୱର) ଦେଖାଇବା — To give vent to one's anger or rage