ତାଟିକୀଳା Tāṭi kīḻā
- ଦେ. ବି. ଯେଉଁ କୀଳା ବା ଧଡ଼ାଦ୍ୱାରା ଘରର ଦୁଆର— ମୁହଁର ତାଟିକୁ ଘରର ଭିତରଆଡ଼ୁ ବନ୍ଦ କରାଯାଏ — A bar attached to a 'Tāṭi' for closing it by chaining it with the 'Tāṭi'; a pole which fastens the Tāṭi tight in a doorless house
- ଦେ. ବି. ଘରର ବା ବାଡ଼ିର କବାଟ ରୂପେ ତାଟିକୁ ବନ୍ଦ କରିବା — The act of fastening up the Tāṭi used as a door to a house or garden