ତାଟଙ୍କ Tāṭaṅka

  • ସଂ. ବି. (ତଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅଙ୍କ) — ତାଟକ (ଦେଖ) — Tāṭaka (See)
  • ସଂ. ବି. (ତଟ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅଙ୍କ) — କିଶୋରୀ ମୁକୁତା ଜାଲି ତାଟଙ୍କ ଦୋହଲିବା ଦେଖି ଦୂର ହୁଏ ଆଖି ପୂର୍ବର ଦୁରିତ ପଙ୍କ। କବିସୂର୍ଯ୍ୟ, ସଙ୍ଗୀତ।