ତାଟକା Tāṭakā
- ଦେ. ବି. ବିସ୍ମୟ — Wonder; astonishment
- ଦେ. ବି. ଭୟବିହ୍ୱଳତା; ଛନକା; ତ୍ରାସ — Sudden fright
- ଦେ. ବି. ବିପଦ; ଆପଦ — 5. Danger; risk
- ଦେ. ବି. ଅବଲୋକି ଏ ଅଦ୍ଭୁତ ଅଶ୍ରୁତ ଘଟଣା ଗଣିଲେ ତାଟଙ୍କା ସର୍ବେ ନୃପ ସଭାଜନେ—ଚିନ୍ତାମଣି, ବିକ୍ରମାଦିତ୍ୟ।
- ବିଣ (ସଂ. ତ୍ରସ୍ତ; ଚକିତ) — ବିସ୍ମିତ; ଆଶ୍ଚର୍ଯ୍ୟାନ୍ୱିତ; ଆଚମ୍ବିତ — Astonished
- ବିଣ (ସଂ. ତ୍ରସ୍ତ; ଚକିତ) — ଧୃତରାଷ୍ଟ୍ର ତା ଶୁଣି ହୋଇଲେ ତାଟକା ଭାବିଲେ ମଲା ମୋର ଦୁର୍ଯ୍ୟୋଧନ ଏକା—କୃଷ୍ଣସିଂହ ମହାଭାରତ, ବନ।