ତାଟକା ଲାଗିବା Tāṭakā lāgibā

  • ଦେ. ବି. — ମନରେ ବିସ୍ମୟ ଜାତ ହେବା — Astonishment
  • ଦେ. ବି. — ଛାନିଆ ହେବା; ଛନକା ପଶିବା — Being frightened; alarm
  • ଦେ. ବି. — (ଯଥା—ଆଖି ଆଗରେ ମନ୍ୟୁଷଙ୍କ ହଣାହଣି ଦେଖି ମୋତେ ତାଟକା ଲାଗିଲା।)