ତାଞ୍ଜୋର Tān̄jora
- ଦେ. ବି. (ନାମ) — ଦାକ୍ଷିଣାତ୍ୟରେ ଏକ ପ୍ରଧାନ ନଗର ଓ ଜିଲ୍ଲା — An important district and city in South India
- ଦେ. ବି. (ନାମ) — [ଦ୍ର— ଏହା ମାନ୍ଦ୍ରାଜ ପ୍ରଦେଶରେ ଗୋଟିଏ ଜିଲ୍ଲା ଓ ଜିଲ୍ଲାର ରାଜଧାନୀ ଅଟେ। ଏହା ପୂର୍ବେ ଗୋଟିଏ ରାଜ୍ୟ ଥିଲା। 1799 ମସିହାରେ ଏହା ବ୍ରିଟିଶ ଶାସନାଧୀନ ହେଲା ଏବଂ ଏଥିର ରାଜା ପେନ୍ସନ୍ ପାଇଲେ। ଏହା ଚୋଳରାଜାଙ୍କ ରାଜଧାନୀ ଥିଲା। ପୂର୍ବେ ଏଠାରେ ତାଞ୍ଜନ୍ ନାମକ ଜଣେ ଦୈତ୍ୟ ବାସ କରି ପ୍ରାଣି—ବିନାଶ ଓ ନାନା ଉପଦ୍ରବ କରୁଥିଲା। ଶ୍ରୀ ବିଷ୍ଣୁ ଏହି ଦୈତ୍ୟକୁ ବିନାଶ କରିଥିଲେ। ଦୈତ୍ୟର ନାମାନୁସାରେ ସ୍ଥାନର ନାମ ତାଞ୍ଜନ୍ ବା ତାଞ୍ଜୋର ହୋଇଅଛି। ଏଠାରେ ଦେବେଶ୍ୱର ମହାଦେବଙ୍କର ଏକ ବୃହତ୍ ମନ୍ଦିର ଅଛି। ମଦନମୋହନ ତୀର୍ଥଦର୍ଶନ।] — [ଦ୍ର— ଏହା ମାନ୍ଦ୍ରାଜ ପ୍ରଦେଶରେ ଗୋଟିଏ ଜିଲ୍ଲା ଓ ଜିଲ୍ଲାର ରାଜଧାନୀ ଅଟେ ଏହା ପୂର୍ବେ ଗୋଟିଏ ରାଜ୍ୟ ଥିଲା1799ମସିହାରେ ଏହା ବ୍ରିଟିଶ ଶାସନାଧୀନ ହେଲା ଏବଂ ଏଥିର ରାଜା ପେନ୍ସନ୍ ପାଇଲେ ଏହା ଚୋଳରାଜାଙ୍କ ରାଜଧାନୀ ଥିଲା ପୂର୍ବେ ଏଠାରେ ତାଞ୍ଜନ୍ ନାମକ ଜଣେ ଦୈତ୍ୟ ବାସ କରି ପ୍ରାଣି—ବିନାଶ ଓ ନାନା ଉପଦ୍ରବ କରୁଥିଲା ଶ୍ରୀ ବିଷ୍ଣୁ ଏହି ଦୈତ୍ୟକୁ ବିନାଶ କରିଥିଲେ ଦୈତ୍ୟର ନାମାନୁସାରେ ସ୍ଥାନର ନାମ ତାଞ୍ଜନ୍ ବା ତାଞ୍ଜୋର ହୋଇଅଛି ଏଠାରେ ଦେବେଶ୍ୱର ମହାଦେବଙ୍କର ଏକ ବୃହତ୍ ମନ୍ଦିର ଅଛି ମଦନମୋହନ ତୀର୍ଥଦର୍ଶନ]