ତାଚ୍ଛୀଲ୍ୟ Tāchchhīlya
- ସଂ. ବି. (ତତ୍+ଶୀଳ+ଭାବାର୍ଥେ, ଯ) — ତଚ୍ଛୀଳତା; ତତ୍ସ୍ୱଭାବତା; ତତ୍ସାଦୃଶ୍ୟ — Equivalent condition; the state of being of a similar nature; the condition of being equal
- ସଂ. ବି. (ତତ୍+ଶୀଳ+ଭାବାର୍ଥେ, ଯ) — [ଦ୍ର—ଏହି ଅର୍ଥରେ ଭାଷାରେ ବ୍ଯବହାର ଦୃଷ୍ଟ ହୁଏ ନାହିଁ। କେବଳ ବ୍ୟାକରଣରେ ତ ଓ ଶ ମିଶି 'ଚ୍ଛ' ହେବାର ସନ୍ଧିର ଉଦାହରଣରେ ତଚ୍ଛୀଳ ଲେଖାଥାଏ।]