ତାଚ୍ଛିଲ୍ୟ Tāchchhilya
- ଦେ. ବି. (ସଂ. ତୁଚ୍ଛ) — ତୁଚ୍ଛ କରିବା; ଅବଜ୍ଞା — Contempt
- ଦେ. ବି. (ସଂ. ତୁଚ୍ଛ) — ଅଶ୍ରଦ୍ଧା; ଅବହେଳା — Disregard
- ଦେ. ବି. (ସଂ. ତୁଚ୍ଛ) — ଉପେକ୍ଷା — Neglect
- ବିଣ — ଅଶ୍ରଦ୍ଧାଯୁକ୍ତ — Contemptuous
- ବିଣ — [ଦ୍ର—ଏ ଶବ୍ଦ ତୁଚ୍ଛଶଦ୍ଦ ସଙ୍ଗେ ଅନୂଚରରୂପେ ବ୍ଯବହୃତ ହୁଏ।]