ତାଗା ଗାଡ଼ି Tāgā gāṟḍ̠i
- ଦେ. ବି. (କଚିରିଆ ଭାଷା) — ରାଜ କର୍ମଚାରୀଙ୍କ ଆଦେଶରେ କୋରଖ ବା ନିଲାମ ହେବା ପାଇଁ ବିଜ୍ଞପିତ ବା ଦଖଲ ଦିଆଯିବା ଭୂମିରେ ଢାଗା ପୋତିବା ପ୍ରକ୍ରିୟା — The proceedure of planting a flag on a plot of land which is attached or proclaimed to be sold or delivered possession of under court's order