ତାଗା ଗଳେଇବା Tāgā gaḻeibā

  • ଦେ. କ୍ରି. (ସଂ. ଟଙ୍କନ) — ଢାଗା ଗଳେଇବା; ସରୁସୂତାରେ ଲୁଗାକୁ ଲମ୍ବଭାବରେ ସିଲେଇ କରିବା — To sew with single stitch
  • ଦେ. କ୍ରି. (ସଂ. ଟଙ୍କନ) — ମୋଟ ସୂତାରେ ସିଲାଇ କରିବା — To sew with thick thread