ତାଗର୍ Tāgir

  • ଦେ. ବି. — ବାଯ୍ଯାପ୍ତି; ନାମଞ୍ଜୁର — Nullifying; resuming
  • ଦେ. ବି. — [ଦ୍ର—ବ୍ୟଙ୍ଗୋକ୍ତିରେ ଜାଗୀରି ଶବ୍ଦ ସଙ୍ଗେ ଏ ଶବ୍ଦ କଥାରେ ବ୍ଯବହୃତ ହୁଏ; ଯଥା—ତୁ ମୋ ଜାଗୀର୍ ତାଗିର୍ କରି ପକାଇବୁ ପରା। ଅର୍ଥାତ ତୁ ମୋ ଜାଗିର୍ ଜମିକୁ ବାଯ୍ଯାପ୍ତି କରି ପକାଇବୁ ପରା? ଅର୍ଥାତ ତୁ ମୋ କିଛିମାତ୍ର ଅନିଷ୍ଟ କରି ପାରିବୁ ନାହିଁ।]