ତାକିତ୍ କରିବା Tākit karibā

  • ଦେ. କ୍ରି — ଆଦେଶଦ୍ୱାରା ସତର୍କ କରାଇ ଦେବା; ଆକଟ କରିବା — To issue an injunction; to warn
  • ଦେ. କ୍ରି — ତଲବ କରିବା — To demand