ତାଉ ଦେଖେଇବା Tāu dekheibā

  • ଦେ. କ୍ରି. — କ୍ରୋଧଭାବ ପ୍ରକାଶ କରିବା; କ୍ରୋଧରେ ବା ଗର୍ବରେ ନିଶ ମୋଡ଼ିବା — To give vent to one's rage or pride