ତାଇଦ୍ନବିସ୍ Tāidnabis

  • ବୈଦେ. ବି (ଆ. ତାଇଦ୍=ସାହାଯ୍ଯ; ଅନୁମୋଦନ +ଫା. ନବୀସ୍=ଲେଖକ; ତୁଳ. ଇଂ ନୋଭିସ= ନବଶିକ୍ଷାର୍ଥୀ) — କୌଣସି ଅଫିସରେ ସ୍ଥାୟୀ କର୍ମଚାରୀଙ୍କ ଲେଖାପଢ଼ିରେ ସାହାଯ୍ଯ କରିବା ନିମନ୍ତେ ନିଯୁକ୍ତ ବ୍ଯକ୍ତି; ଅସ୍ଥାୟୀ ଭାବରେ ବା ପରୀକ୍ଷା ସ୍ୱରୂପ ବା କାର୍ଯ୍ୟ ଶିଖିବା ପାଇଁ ନିଯୁକ୍ତ ଲେଖକ — Probationer clerk
  • ବୈଦେ. ବି (ଆ. ତାଇଦ୍=ସାହାଯ୍ଯ; ଅନୁମୋଦନ +ଫା. ନବୀସ୍=ଲେଖକ; ତୁଳ. ଇଂ ନୋଭିସ= ନବଶିକ୍ଷାର୍ଥୀ) — ଶିକ୍ଷାର୍ଥୀ; ଶିକ୍ଷାନବିସ୍ — An apprentice learning work in an office; a novice