ତହୁଁ ତହୁଁ Tahuñ tahuñ

  • ଦେ. ଅ(ବହୁ ବ୍ୟଞ୍ଜକ) — ତଦା ତଦା; ସେହି ସେହି ସମୟରେ — Then and then; at those times
  • ଦେ. ଅ(ବହୁ ବ୍ୟଞ୍ଜକ) — ସେହି ସେହି ସ୍ଥାନମାନଙ୍କରୁ — From those places
  • ଦେ. ଅ(ବହୁ ବ୍ୟଞ୍ଜକ) — ସେହି ସେହି ମାନଙ୍କଠାରୁ — From those
  • ଦେ. ଅ(ବହୁ ବ୍ୟଞ୍ଜକ) — ସେହି ସେହି ସମୟରୁ — From those times
  • ଦେ. ଅ(ବହୁ ବ୍ୟଞ୍ଜକ) — ସେହି ସେହି କାରଣମାନଙ୍କରୁ — For those reasons
  • ଦେ. ଅ(ବହୁ ବ୍ୟଞ୍ଜକ) — ତେତିକି ତେତିକି; ସେତିକି ସେତିକି — Up to that extent
  • ଦେ. ଅ(ବହୁ ବ୍ୟଞ୍ଜକ) — ଯହୁଁ ଯହୁଁ ବୁଢା, ତହୁଁ ତହୁଁ ବେକୁବ୍। ଢମାଳି।