ତହିଁକି Tahiñki

  • ଦେ. ଅ — ସେଥିକି; ସେଥିକୁ; ସେହି ବିଷୟକୁ — To that
  • ଦେ. ଅ — ତେଣିକି; ସେଠାକୁ; ସେସ୍ଥାନକୁ — There; to that place
  • ଦେ. ଅ — ସେ ବିଷୟରେ — In that matter
  • ଦେ. ଅ — ତହିଁକି ମୋହଠାରୁ ଶୁଣ ହେ ବିଚାର—କୃଷ୍ଣସିଂହ. ମହାଭାରତ, ସଭା।
  • ଦେ. ଅ — (କଥୋପକଥନରେ ବ୍ଯବହୃତ) କିନ୍ତୁ; ପରନ୍ତୁ — But; but that; on the other hand
  • ଦେ. ଅ — (ଯଥା—ମୁଁ କାଲି ଏଠାକୁ ଆସିବାକୁ ବାହାରି ଥିଲି, ତହିଁକି କୁଣିଆଁ ଆସି ପହଞ୍ଚି ଗଲାରୁ ରହିଗଲି।)
  • ଦେ. ଅ — ସେଥି ପାଇଁ; ତହିଁ ନିମନ୍ତେ — For that
  • ଦେ. ଅ — ବଗ ଲୋ ବଗ ! ମାଛ ଖାଇବୁ ! ନାଁ, ତହିଁକି ଗୋସେଇଁ ଆଗ—ଢଗ।