ତହବିଲଦାର୍ Tahabiladār

  • ବୈଦେ. ବି. (ଆ. ତହବୀଲ୍+ଫା. ପ୍ରତ୍ୟୟ ଦାର୍) — ଯାହା ଉପରେ ତହବିଲର ଭାର ନ୍ୟସ୍ତ ଥାଏ; କୋଷାଧ୍ୟକ୍ଷ; ତହବିଲ ରକ୍ଷକ; ଖାଞ୍ଜିଞ୍ଚି — Cashier; treasurer; one entrusted with the custody of cash