ତହକିକତ୍ Tahakikat

  • ବୈଦେ. ବି. (କଚେରିଆ ଭାଷା) (ଆ. ତହକୀକ୍ର ବହୁବଚନ ତହକୀକତ୍) — ତଦନ୍ତ; ଅନୁସନ୍ଧାନ — Enquiry; investigation
  • ବୈଦେ. ବି. (କଚେରିଆ ଭାଷା) (ଆ. ତହକୀକ୍ର ବହୁବଚନ ତହକୀକତ୍) — ଜିଜ୍ଞାସା — Query; questioning