ତହ ଲଗେଇବା Taha lageibā

  • ଦେ. କ୍ରି. — ମିଛକଥା କହି ବିବ୍ରତ କରିବା — To puzzle (a person) by making false reports
  • ଦେ. କ୍ରି. — (ଯଥା—କାଲି ପୂର୍ଣ୍ଣିମା ନୁହେଁ, ଅଥଚ କାଲି ପୂର୍ଣ୍ଣମା ବୋଲି ସେ ଗୋଟାଏ ତହ ଲଗାଇ ଦେଲା।)