ତଳେଇବା Taḻeibā

  • ଦେ. କ୍ରି. (ସଂ. ତଳ) — ତଳକୁ ବୁଡ଼ିବା; ତଳି ଧରିବା — To sink or settle down to the bottom
  • ଦେ. କ୍ରି. (ସଂ. ତଳ) — (ତଳାଇବା—ଅନ୍ଯରୂପ)
  • ଦେ. କ୍ରି. (ସଂ. ତଳ) — ତଳ ପର୍ଯ୍ୟନ୍ତ ଅନୁସନ୍ଧାନ କରିବା — To dive deep into a matter