ତଳେ Taḻe

  • ଦେ. ଅ (ସଂ. ତଳ) — ନିମ୍ନଦେଶରେ — In the lower parts; below
  • ଦେ. ଅ (ସଂ. ତଳ) — ପୃଷ୍ଠଭାଗରେ — On the surface of
  • ଦେ. ଅ (ସଂ. ତଳ) — (ଧୁଳିଆ ଜନ୍ଦା) ଭୂଇଁ ତଳେ ତଳେ ଯାଏଁ, କଅଁଳ ମାଉଁସ ଟିକିଏ ପାଇଲେ ରୁଟୁକିନି ଖାଏଁ—କାହାଣୀର ଲଥା। ନଈ ତଳେ ଗଲା ଓଧ, ଗୋରୀ ଶୋଇଥିଲା ଗହମ ନିଦ, ଚୋର କାଟିନେଲା ବିଦ—ଢଗ।
  • ଦେ. ଅ (ସଂ. ତଳ) — ଭିତରେ ଭିତରେ; ଗୋପନରେ; ଗୁପ୍ତଭାବରେ — Secretly; clandestinely
  • ଦେ. ଅ (ସଂ. ତଳ) — [ଯଥା—ସେ ତଳେ ତଳେ ମୋ ଗୋଛି କାଟୁଛି।]
  • ଦେ. ଅ (ସଂ. ତଳ) — (କୌଣି ଶ୍ରେଣୀ ବା ଦଳର) ଅନ୍ତର୍ଭୁକ୍ତ ହୋଇ — Being included in (any party)
  • ଦେ. ଅ (ସଂ. ତଳ) — (ଯଥା—ଓଡ଼ମାନେ ପ୍ରଥମେ ଆସି ଖୋରଧା ରାଜାଙ୍କ ପାଇକଙ୍କ ତଳେ ଯୁଦ୍ଧ କଲେ)
  • ଦେ. ଅ (ସଂ. ତଳ) — ପରବର୍ତ୍ତୀ ସମୟରେ; ପରେ — After
  • ଦେ. ଅ (ସଂ. ତଳ) — ତାଙ୍କ ତଳେ ଜନମିଲେ କୈକୟୀ ନନ୍ଦନ—ମଧୁସୂଦନ. ବାଳରାମାୟଣ।
  • ଦେ. ଅ (ସଂ. ତଳ) — ଏଥିପୂର୍ବେ; ଆଗେ — 5. Before this
  • ଦେ. ଅ (ସଂ. ତଳ) — ତଳେ ତ ଋଷିଙ୍କ ନିୟମ କହିଥାଇଁ ଏଣୁ କହିବାକୁ ହାଲିଆ ହେଲି ମୁହିଁ—କୃଷ୍ଣସିଂହ ମହାଭାରତ. ଅନୁଶାସନ।
  • ଦେ. ଅ (ସଂ. ତଳ) — ନିମ୍ନତମ ପ୍ରଦେଶରେ — At the bottom; in the lowest regions