ତଳୁ Taḻu

  • ଦେ. ଅ. — ଅବଧି; କୌଣସି ସମୟରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ — Since (some time past)
  • ଦେ. ଅ. — ବହୁଦିନ ତଳୁ ନ ପାଇ ମାଉଁସ କ୍ଷୁଧାରେ ଜଳୁଥିଲା ତାହାର ମାନସ। କୃଷ୍ଣସିଂହ. ମହାଭାରତ ଆଦି।