ତଳି ହାତ କରି ଧରିବା Taḻi hāta kari dharibā

  • ଦେ. କ୍ରି — କୌଣସି ପଦାର୍ଥର ତଳି ବା ତଳ ଭାଗକୁ ହାତରେ ଧରିବା; କୌଣସି ପଦାର୍ଥକୁ ତଳପଟୁ ଧରି ଟେକିବା — To hold a thing up by putting one's hand at the bottom
  • ଦେ. କ୍ରି — (ଯଥା—ଖିରୀ ହାଣ୍ଡିକି ତଳିହାତ କରି ନ ଧରିଲେ ହାଣ୍ଡିଟି ଫାଟିଯିବ।)