ତଳି ମାଛ Taḻi māchha

  • ଦେ. ବି — ପଙ୍କୁଆମାଛ; ଯେଉଁ ମାଛମାନେ (ଯଥା—ଗଡ଼ିଶା, ତୋଡ଼ୀ, ରତା, ମାଗୁର) ଜଳାଶୟର ନିମ୍ନଦେଶସ୍ଥ ପଙ୍କରେ ଅଧିକାଂଶ ସମୟରେ ଚଳପ୍ରଚଳ ହୁଅନ୍ତି — Fishes moving in the mud below the water