ତଳି ମଣ୍ଡ Taḻi maṇḍa

  • ଦେ. ବି (ସଂ. ତଳ+ମଣ୍ଡ) — ତୋଡ଼ାଣିରେ ଯେଉଁ ବହଳିଆ ଅଂଶ ପାତ୍ରର ତଳକୁ ରହିଥାଏ — The comparatively thick layer or portion of Toṟḍ̠āṇi (boiled rice water) which is found at the bottom of a pot