ତଳି ଧରିବା Taḻi dharibā
- ଦେ. କ୍ରି — ତଳାଇବା; ତଳଦେଶରେ ଡୁବିଯିବା — To sink to the bottom; to settle down at the bottom
- ଦେ. କ୍ରି — (ଯଥା—ମାଛଯାକ ତଳି ଧରିବାରୁ ଜାଲରେ ପଡ଼ିଲେ ନାହିଁ।)
- ଦେ. କ୍ରି — ହାଣ୍ଡିରେ ସିଝା ଯାଉଥିବା ତିଅଣ, ଖିରି ବା ଉଷୁଆଁ ଯାଉଥିବା ଧାନ ଯଥେଷ୍ଟ ଜଳ ଅଭାବରୁ ବା ବାରଂବାର ଘଣ୍ଟାଘଣ୍ଟି ନ ହେବାରୁ ପୋଡ଼ିଯାଇ ହାଣ୍ଡିର ତଳେ ଲାଗିଯିବା — (any thing boiled on fire) To stick at the bottom of the cooking pot