ତଳାଭିଘାତ Taḻābhighāta

  • ସଂ. ବି. କ୍ଳୀ. ( 3 ୟା ତତ୍; ତଳ+ଅଭିଘାତ) — କରତଳଦ୍ୱାରା ପ୍ରହାର; ଚପେଟାଘାତ; ଚାପୁଡ଼ା — Slapping blow