ତଳା ମାଳ Taḻa māḻa

  • ଦେ. ବି — ସମୁଦ୍ର ଉପକୂଳସ୍ଥ ନିମ୍ନ ପ୍ରଦେଶ; ଅନୂପ ପ୍ରଦେଶ — The lower provinces; sea-side low tracts of country
  • ଦେ. ବି — [ଦ୍ର—ଓଡ଼ିଶାରେ ଗଡ଼ାଜାତମାନଙ୍କୁ ଜାଙ୍ଗଳ ବା ଉପରମାଳ ଓ ସମୁଦ୍ର ଉପକୂଳସ୍ଥ ମୋଗଲବନ୍ଦୀକୁ ତଳମାଳ ଏବଂ ଏ ଦୁଇର ମଧ୍ୟସ୍ଥ ସମତଳ ଅଂଶକୁ 'ମାଗଧ' ବୋଲାଯାଏ।]