ତଳଦିଗିଆ Taḻa digiā

  • ପ୍ରାଦେ. (ଗଡ଼ଜାତ) ବି — ମୋଗଲବନ୍ଦୀର ଅଧିବାସୀ — Inhabitants of Mogalabandi
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଓଡ଼ିଶାର କଟକ, ପୁରୀ ଓ ବାଲେଶ୍ୱର (ମୋଗଲବନ୍ଦୀ) ନିମ୍ନ ଭୂମିରେ ଥିବାରୁ ତାକୁ ତଳମାଳ ଓ ଗଡ଼ଜାତମାନ ଉଚ୍ଚ ଭୂମିରେ ଥିବାରୁ ତାକୁ ଉପରମାଳ ବୋଲାଯାଏ।]