ତଳ ସ୍ପର୍ଶ Taḻa sparṡa

  • ସଂ. ବି. ( 6 ଷ୍ଠୀ ତତ୍; ତଳ+ସ୍ପର୍ଶ) — ଜଳାଶୟର ତଳ ଦେଶକୁ ଛୁଇଁବା — The act of touching the bottom of water; fathoming
  • ସଂ. ବିଣ. (ବହୁବ୍ରୀହି) — ଜଳାଶୟର ତଳଭାଗକୁ ଛୁଇଁଥିବା — Sinking down to the bottom of water