ତଳ କରିବା Taḻa karibā

  • ଦେ. (ପଦ୍ଯ) କ୍ରି. — ନୁଆଁଇବା; ଅବନତ କରିବା — To bend down
  • ଦେ. (ପଦ୍ଯ) କ୍ରି. — ତଳ କଲି ମଥା, ଜାଣି ଚପଳତା—ସମ୍ପନ୍ନ ବୋଲି ମୋ ଡୋଳା— କବିସୂର୍ଯ୍ୟ. କବିତା।
  • ଦେ. (ପଦ୍ଯ) କ୍ରି. — (ଲକ୍ଷଣାର୍ଥ) ବଳି ପଡ଼ିବା — (figurative) To excel; to surpass
  • ଦେ. (ପଦ୍ଯ) କ୍ରି. — ପୂର୍ଣ୍ଣଚନ୍ଦ୍ର ପରି ତ ବଦନ ମଣ୍ଡଳ ଝଳିରେ ଦରପଣ—କାନ୍ତି କରେ ଢଳ— କୃଷ୍ଣସିଂହ. ମହାଭାରତ. ବନ।