ତଲ୍ଲ Talla

  • ସଂ. ବି. (ତଳ=ଗଭୀରତା+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ଗହ୍ୱର; ଗର୍ତ୍ତ — A hole
  • ସଂ. ବି. (ତଳ=ଗଭୀରତା+ଲା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ) — ପୋଖରୀ; ପୁଷ୍କରିଣୀ — Tank; pond