ତଲ୍ଲିକା Tallikā

  • ସଂ. ବି. ସ୍ତ୍ରୀ. (ତତ୍=ତାହା+ଲୀ ଧାତୁ=ଲୀନ ହେବା+ କର୍ତ୍ତୃ. ଅ+କ+ଆ) — ଚିରା ଲୁଗାର ଛିଦ୍ର ଉପରେ ପଡ଼ିବା ତାଳି — Patch
  • ସଂ. ବି. ସ୍ତ୍ରୀ. (ତତ୍=ତାହା+ଲୀ ଧାତୁ=ଲୀନ ହେବା+ କର୍ତ୍ତୃ. ଅ+କ+ଆ) — ଚାବି କାଠି; କୁଞ୍ଚି; ତାଲାକାଠି — A key
  • ସଂ. ବି. ସ୍ତ୍ରୀ. (ତତ୍=ତାହା+ଲୀ ଧାତୁ=ଲୀନ ହେବା+ କର୍ତ୍ତୃ. ଅ+କ+ଆ) — କୋଲପ — Padlock