ତଲ୍ଲୀ Tallī
- ସଂ. ବି. ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) — ବରୁଣଙ୍କ ସ୍ତ୍ରୀ — The; wife of Baruna, the God of the sea
- ସଂ. ବି. ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) — ନୌକା — Boat
- ସଂ. ବି. ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) — ଯୁବତୀ — Young woman
- ସଂ. ବି. ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) — ଜୋତାର ତଳା—(ହି. ଶବ୍ଦସାଗର) — The sole of shoes
- ସଂ. ବି. ସ୍ତ୍ରୀ (ତତ୍+ଲସ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଅ+ସ୍ତ୍ରୀ. ଈ) — କାଣ୍ଟି (ହି. ଶବ୍ଦସାଗର) — Dregs; sediment