ତଲାସିବା Talāsibā

  • ଦେ. କ୍ରି.—(ତୁର୍କୀ. ତଲ୍ଲାସ) — ଅନୁସନ୍ଧାନ କରିବା; ଖୋଜିବା; ଧୁଣ୍ଡିବା — To search for; to hunt for
  • ଦେ. କ୍ରି.—(ତୁର୍କୀ. ତଲ୍ଲାସ) — ସନ୍ଧାନ ବା ଖବର ନେବା — To enquire after
  • ଦେ. କ୍ରି.—(ତୁର୍କୀ. ତଲ୍ଲାସ) — ଅପରାଧୀ ବା ସନ୍ଦେହୀ ବ୍ଯକ୍ତିର ଦେହ ଓ ଲୁଗାପଟା ଦରାଣ୍ଡିବା — To make a search of the person and dress of a convict or suspect