ତଲାସି ଫିସ୍ Talāsi phis

  • ବୈଦେ. ବି. (ତୁ. ତଲାସୀ+ଇଂ. ଫିସ୍) (କଚିରିଆ) — ମହାଫିସ ଖାନାରୁ କୌଣସି ସରକାରୀ କାଗଜ ବାହାର କରିବା ପାଇଁ ସରକାରଙ୍କୁ ଦିଆଯିବା ନିର୍ଦ୍ଦିଷ୍ଟ ଧନ — Searching fee