ତଲାସି ନେବା Taḻāsi nebā

  • ଦେ. କ୍ରି.—(ଫା. ତଲାସୀ) କଚିରିଆ) — କୌଣସି ନଷ୍ଟ ବା ଅପହୃତ ବସ୍ତୁକୁ ନିମ୍ନସ୍ଥ କର୍ମଚାରୀମାନେ ଖୋଜିବା ବେଳେ ତନଖିବା — To conduct or supervise a search