ତଲାକ୍ ନାମା Talāk nāmā

  • ବୈଦେ. ବି. (ମୁସଲମାନ୍ଙ୍କ ବ୍ଯବହୃତ) (ଆ. ତଲାକ୍+ ଫା. ନାମେହ) — ମୁସଲମାନମାନଙ୍କର ସ୍ତ୍ରୀକୁ ସ୍ୱାମୀର ଦେବା ଛାଡ଼ପତ୍ର — Deed of divorce amongst the Mahomedans